Navodaya Guide - Odisha Navodaya Exam App 2021


5.0 oleh AppXplore
Apr 2, 2021 Versi Lama

Mengenai Navodaya Guide - Odisha Navodaya Exam App 2021

Aplikasi ini mengandungi soalan dan jawapan navodaya tahun sebelumnya dengan buku pdf penuh

ଓଡ଼ିଶାର ନବୋଦୟ ପରୀକ୍ଷା ପ୍ରସ୍ତୁତି ଓ ଏଥିପାଇଁ ଆବଶ୍ୟକ ପାଠ ଯୋଗାଇଦେବା ଉଦ୍ଧେଶ୍ୟରେ ନବୋଦୟ ଗାଇଡ୍ ଆପ ତିଆରି କରିଛୁ।

ଏହି ଆପ୍ ଟି ପିଲାମାନଙ୍କୁ ନବୋଦୟ ପରୀକ୍ଷା ପ୍ରସ୍ତୁତିରେ ସାହାଯ୍ୟ କରିବା ପାଇଁ ତିଆରି କରାଯାଇଛି। ଏଥିରେ ବିଗତ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଓ ଉତ୍ତର ସହ ଆଗାମୀ ପରୀକ୍ଷା ପାଇଁ ପୁସ୍ତକ ଉପଲବ୍ଧ କରାଯାଇଛି। ଏହି ଆପ୍ ବ୍ୟବହାର କରି ଆପଣ ବିଭିନ୍ନ ପ୍ରକାର ପାଠ୍ୟୋପକରଣ ପାଇ ପାରିବେ। ଏହି ନବୋଦୟ ଗାଇଡ୍ ଆପ ଟି ସମ୍ପୂର୍ଣ୍ଣ ନିଃଶୁଳ୍କ। ଏଥିରେ ଥିବା ସମସ୍ତ ଉପାଦାନ ସହଜରେ ଓ ମାଗଣାରେ ବ୍ୟବହାର କରାଯାଇପାରିବ।

ଆଶା କରୁଛୁ ଏହି ଆପ ଆପଣଙ୍କ ଉପଯୋଗୀ ହେବ ଓ ଶିଖିବା ରେ ସାହାଯ୍ୟ କରିବ। ଆପଣଙ୍କୁ ଏହି ଆପ ପସନ୍ଦ ହେଲେ ଏହାକୁ ଅନ୍ୟ ମାନଙ୍କ ସହ ସେୟାର କରିବେ ଓ ଆମକୁ ଉପଯୁକ୍ତ ଷ୍ଟାର୍ ଦେଇ ରେଟିଂ କରିବେ।

Navodaya Guide is an app that has been developed to provide study materials, previous year question papers and answers, practice tests, daily question papers, and more to students. This app is fully easy to use and user friendly.

Odisha Navodaya Guide application is completely free. In this app, users can get content free of cost. They can read pdf books, navodaya previous year questions, mental ability questions, mathematics questions, language questions, and more.

We hope you like this app. If you find this app useful and enjoyable then please make sure to rate us giving valuable stars and share this navodaya app with your friends.

For any query or feedback don't hesitate to contact us at odishaesiksha@gmail.com.

Thank You

Apa yang baru dalam versi terkini 5.0

Last updated on Feb 5, 2023
Download Error Fixed
All Previous Year Question Paper
PDF Notes
Mathematics
Mental Ability
Language
Model Paper
Video Classes

Maklumat APLIKASI tambahan

Versi Terbaru

5.0

Dimuat naik oleh

Salman Islam

Memerlukan Android

Android 5.0+

Laporkan

Tandai sebagai tidak sesuai

Tunjukkan Lagi

Navodaya Guide - Odisha Navodaya Exam App 2021 Alternatif

Dapatkan lebih banyak daripada AppXplore

Cari